ଶ୍ରୀମନ୍ଦିରରେ ହେଲାନି ମହାପ୍ରଭୁଙ୍କ ପହୁଡ଼ ନୀତି, ସାରା ରାତି ଅନିଦ୍ରା ରହିଲେ ମହାପ୍ରଭୁ

ପୁରୀ ୦୮/୦୯: ସାରା ରାତି ଅନିଦ୍ରା ରହିଲେ ମହାପ୍ରଭୁ । ଗତକାଲି ଶ୍ରୀମନ୍ଦିରରେ ହେଲା ନାହିଁ ମହାପ୍ରଭୁଙ୍କ ପହୁଡ଼ ନୀତି। ନନ୍ଦୋତ୍ସବ ନୀତି ସହ ବିଜୁଳି କନ୍ୟା ନୀତି ଅନୁଷ୍ଠିତ ହେବା ହେତୁ ଶ୍ରୀଜୀଉ ମାନଙ୍କ ପହୁଡ଼ ନୀତି ହୋଇପାରି ନାହିଁ । ଏଣୁ ଆଜି ଦ୍ଵାରଫିଟା ନୀତି ନ ହୋଇ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ସୂଚନା ଥାଉକି, ବଡ଼ଦେଉଳରେ ଶ୍ରୀକୃଷ୍ଣ ଲୀଳା ଅବସରରେ ଗୁରୁବାର ନନ୍ଦୋତ୍ସବ ଓ ବିଜୁଳି କନ୍ୟା ନୀତି … Continue reading ଶ୍ରୀମନ୍ଦିରରେ ହେଲାନି ମହାପ୍ରଭୁଙ୍କ ପହୁଡ଼ ନୀତି, ସାରା ରାତି ଅନିଦ୍ରା ରହିଲେ ମହାପ୍ରଭୁ