ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ପଦ୍ମପୁର ଉପନିର୍ବାଚନ: ଆରମ୍ଭ ହେଲା ପୋଷ୍ଟାଲ ବାଲାଟ୍‌ ଭୋଟ୍ ଗ୍ରହଣ

24/11/2022 at 7:41 PM

ବରଗଡ଼ ୨୪/୧୧: ଗୁରୁବାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ପ୍ରଥମ ଥର ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୧ ଟି ମାଇକ୍ରୋ ଅବ୍ଜର୍ଭର ଟିମ ଗଠନ କରାଯାଇ ପୁଲିଙ୍ଗ ଅପିସରଙ୍କ ମାଧ୍ୟମରେ ଗାଁ କୁ ଗାଁ ଯାଇ ୮୦ ବର୍ଷ ଏବଂ ଅଧିକ ବର୍ଷୀୟ ଭୋଟରମାନଙ୍କ  ଠାରେ ପହଁଚି ବାଲାଟ ମାଧ୍ୟମରେ ଭୋଟ ଗ୍ରହଣ କରାଯାଇଛି। ଏହି ଭୋଟ ଆସନ୍ତା  ଡିସେମ୍ୱର ୮ରେ ଗଣତି ପ୍ରକ୍ରିୟାରେ ସାମିଲ ହୋଇ ସମସ୍ତ ଭୋଟ ଗଣତି ହେବା ଫରେ ଫଳାଫଳ ଘୋଷଣା ହେବ ବୋଲି କୁହାଯାଇଛି।

   Related Posts