AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ପଦ୍ମପୁର ଉପନିର୍ବାଚନ: ଏବେବି ଚାଲିଛି ମତଦାନ; ଆହୁରି ଭୋଟ ଦେବେ ୧୨ ହଜାର ଭୋଟର

5/12/2022 at 5:20 PM

ଫଦ୍ମପୁର ୦୫/୧୨: ଏବେ ବି ୮୯ ଟି ବୁଥରେ ମତଦାନ ଜାରିରହିଛି । ୧୨ ହଜାର ଭୋଟର ଲାଇନରେ ରହିଛନ୍ତି। ସେମାନଙ୍କ ମତଦାନ ସରିବା ପର୍ଯ୍ୟନ୍ତ ଭୋଟିଂ ଚାଲିବ। ସନ୍ଧ୍ୟା ୬ ରୁ ୬.୩୦ ପର୍ଯ୍ୟନ୍ତ ଭୋଟିଂ ଚାଲିବ ବୋଲି କୁହାଯାଇଛି। ୨୦୧୯ ରେ ୭୯.୦୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ତା ଠାରୁ  ଅଧିକ ହେବ ଭୋଟିଂ ଆଶା ରହିଛି। ପଦ୍ମପୁର ଆରଏମସିରେ ଇଭିଏମ (ବୈଦ୍ୟୁତିକ ଭୋଟିଂ ମେସିନ୍‌) ରଖିବାର ବ୍ୟବସ୍ଥା ହୋଇଛି । ଦ୍ଵିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ ରଖାଯିବ। ଏବେ ସୁଦ୍ଧା ସେଠାରେ କୌଣସି ନିର୍ବାତନି ବିଶୃଙ୍ଖଳାର ଖବର ସାମ୍ନାକୁ ଆସିନାହିଁ ।

   Related Posts