ପଦ୍ମପୁର ଉପନିର୍ବାଚନ: ଏବେବି ଚାଲିଛି ମତଦାନ; ଆହୁରି ଭୋଟ ଦେବେ ୧୨ ହଜାର ଭୋଟର
5/12/2022 at 5:20 PM

ଫଦ୍ମପୁର ୦୫/୧୨: ଏବେ ବି ୮୯ ଟି ବୁଥରେ ମତଦାନ ଜାରିରହିଛି । ୧୨ ହଜାର ଭୋଟର ଲାଇନରେ ରହିଛନ୍ତି। ସେମାନଙ୍କ ମତଦାନ ସରିବା ପର୍ଯ୍ୟନ୍ତ ଭୋଟିଂ ଚାଲିବ। ସନ୍ଧ୍ୟା ୬ ରୁ ୬.୩୦ ପର୍ଯ୍ୟନ୍ତ ଭୋଟିଂ ଚାଲିବ ବୋଲି କୁହାଯାଇଛି। ୨୦୧୯ ରେ ୭୯.୦୫ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ତା ଠାରୁ ଅଧିକ ହେବ ଭୋଟିଂ ଆଶା ରହିଛି। ପଦ୍ମପୁର ଆରଏମସିରେ ଇଭିଏମ (ବୈଦ୍ୟୁତିକ ଭୋଟିଂ ମେସିନ୍) ରଖିବାର ବ୍ୟବସ୍ଥା ହୋଇଛି । ଦ୍ଵିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଇଭିଏମ ରଖାଯିବ। ଏବେ ସୁଦ୍ଧା ସେଠାରେ କୌଣସି ନିର୍ବାତନି ବିଶୃଙ୍ଖଳାର ଖବର ସାମ୍ନାକୁ ଆସିନାହିଁ ।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023