ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

୨୫ ପଥର ସ୍ଥପତ୍ୟ ଶିଳ୍ପୀଙ୍କ ଭତ୍ତା ଦେବାକୁ ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ ପଦ୍ମବିଭୂଷଣ ସୁଦର୍ଶନ ସାହୁ

20/12/2021 at 5:05 PM

ପୁରୀ ୨୦।୧୨: କଳାକାରଙ୍କ ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ପଦ୍ମବିଭୂଷଣ ସୁଦର୍ଶନ ସାହୁ । ପୁରୀ ଜିଲ୍ଲାର ଯୋଗ୍ୟ ବୟସ୍କ ସ୍ଥାପତ୍ୟ ଶିଳ୍ପୀ କଳାକାର ଭତ୍ତା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ ସୁଦର୍ଶନ ।  ଶିଳ୍ପୀଙ୍କର ଏହି କଳାକୃତିକୁ ପଦ୍ମବିଭୂଷଣ ସୁଦର୍ଶନ ସାହୁ ସ୍ବୀକୃତି ପ୍ରଦାନ କରିଥିଲେ । କିନ୍ତୁ ଏଯାଏଁ ସେମାନଙ୍କୁ ଭତ୍ତା ସ୍ବୀକୃତି ଦିଆଯାଇନାହିଁ। ସେଥିପାଇଁ ନିଜେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଲିଖିତ ଭାବେ ଜଣାଇଛନ୍ତି । ଜିଲ୍ଲାର ଯୋଗ୍ୟ ୨୫ ଜଣ ଏଭଳି ଭତ୍ତା ପାଇବାରୁ ବଞ୍ଚିତ ଥିବା ସେ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଏହି ବୟସ୍କ ପଥର ଶିଳ୍ପୀଙ୍କୁ ଭତ୍ତା ଯୋଗାଇବକୁ ସେ ଦାବି କରିଛନ୍ତି ।

   Related Posts