oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଧାନ ଚୋରା ଚାଲାଣ ନେଇ ଆକ୍ସନରେ ଛତିଶଗଡ ସରକାର ହଲେ ଓଡିଶା ସରକାର ନୀରବ

18/11/2019 at 10:32 AM

କଳାହାଣ୍ଡି ୧୮।୧୧: ଆକ୍ସନରେ ଛତିଶଗଡ ସରକାର ହଲେ ଓଡିଶା ସରକାର ନୀରବ । କଳାହାଣ୍ଡିରେ ମଣ୍ଡି ଖୋଲିନଥିବାରୁ ପଡୋଶୀ ଛତିଶଗଡକୁ ଧାନ ଚୋରା ଚାଲାଣ ହେଉଛି, ଏନେଇ ଗତକାଲି ନ୍ୟୁଜ ସେଭେନରେ ଖବର ପ୍ରସାରଣ ହୋଇଥିଲା । ଏହାପରେ  ଓଡିଶାରୁ ଧାନ ଚୋରା ଧାନ ଚାଲାଣ ରୋକିବାକୁ ଛତିଶଗଡ ପୋଲିସ ଚଢାଉ କରି ୧୭୯୫ ବସ୍ତା ଧାନ ଜବତ କରିଛି । ଧାନ ଚୋରା ଚାଲାଣକୁ ରୋକିବାକୁ ଛତିଶଗଡ ଓଡିଶା ସୀମାରେ ଫ୍ଲାଇଗଂ ସ୍କାର୍ଡ ବ୍ୟବସ୍ଥା କରାଯାଇଛି । ଏପଟେ କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଏଯାଏଁ ମଣ୍ଡି ଖୋଲିନି କି ଧାନ ବିକ୍ରି ଆରମ୍ଭ ହୋଇପାରିନି । ଫଳରେ ଚାଷୀ ବାଧ୍ୟ ହୋଇ ଶସ୍ତାରେ ଧାନ ବିକି ଦେଉଛନ୍ତି ।

   Related Posts