ଚିଙ୍ଗୁଡ଼ି ଫାର୍ମରେ ଅଘଟଣ, ଗ୍ୟାସ୍‌ ଲିକ୍‌ ହେବାରୁ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ଅଚେତ

Published By : Prameya-News7 Bureau | September 28, 2022 IST

ସୋର, ୨୮।୦୯: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ନିକଟ ହାଇଲାଣ୍ଡ ଚିଙ୍ଗୁଡ଼ି ଫାର୍ମରେ ଅଘଟଣ l ଗ୍ୟାସ ଲିକ୍‌ ହୋବା କାରଣରୁ ୫୦ରୁ ଉର୍ଦ୍ଧ୍ୱ ଶ୍ରମିକ ଆଚେତ ହୋଇଯାଇଥିବା ଜଣାପଡ଼ିଛି l ଗୁରୁତର ଶ୍ରମିକଙ୍କୁ ଖନ୍ତାପଡ଼ା ଡାକ୍ତରଖାନରୁ ବାଲେଶ୍ୱରର ଏକ ବେସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.