ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ; ଅଫିସିଆଲ୍ ୱେବ୍ସାଇଟ୍ରେ ଦେଖିପାରିବେ ରେଜଲ୍ଟ
9/01/2023 at 7:47 PM

ଭୁବନେଶ୍ୱର ୦୯/୦୧: ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଓଟିଇଟି (ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଫଳ ପ୍ରକାଶ ପାଇଛି। ୨୦୨୨ ରେ ଓଟିଇଟି ପାଇଁ ହୋଇଥିବା ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ଫଳ ପରୀକ୍ଷାର୍ଥୀମାନେ ଏବେ ଦେଖିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ୍ ୱେବ୍ସାଇଟ୍ ବିଏସଇ ଓଡ଼ିଶା ଡଟ୍ ଏସି ଡଟ୍ ଇନ୍ (http://www.bseodisha.ac.in/) ରେ ଲଗ୍ ଇନ୍ କରି ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ ସେମାନଙ୍କ ରୋଲ୍ ନମ୍ୱର ବା ନାଁ ସବମିଟ୍ କରିବା ପରେ ରେଜଲ୍ଟ ଦେଖିପାରିବେ।
Related Posts
ପୋଲିସକୁ ସଫଳତା, ହକି ତାରକାଙ୍କ ଘରୁ ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ
27 January 2023
କୂଅରୁ ଉଦ୍ଧାର ହେଲା ଗାଢ ଭାଲୁ, ଜଙ୍ଗଲରେ ଛାଡିଲା ବନବିଭାଗ
27 January 2023
ପାଇପ ଚୋରି ମାମଲା, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ
27 January 2023