OTET ପ୍ରଶ୍ନପତ୍ର ଲିକ୍ ଚର୍ଚ୍ଚା : ଭାଇରାଲ୍ ପ୍ରଶ୍ନପତ୍ରରେ କୌଣସି ସତ୍ୟତା ନାହିଁ କହିଲେ ବୋର୍ଡ ସଭାପତି

Published By : Prameya-News7 Bureau | June 30, 2023 IST

କଟକ ୩୦୬: ଓଟିଇଟି ପରୀକ୍ଷା ପ୍ରଶ୍ନ ଲିକ୍ ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହାକୁ ଅମୂଳକ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସୋସିଆଲ ମିଡିଆରେ ଘୁରି ବୁଲୁଥିବା ପ୍ରଶ୍ନପତ୍ରରେ କୌଣସି ସତ୍ୟତା ନାହିଁ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା କହିଛନ୍ତି । ତେବେ ଦଶମ ଶ୍ରେଣୀ ପାଠ୍ୟ ପୁସ୍ତକରେ କିଛିଟା ତ୍ରୁଟି ଥିବା ନେଇ ଅଭିଯୋଗ ହୋଇଛି । କିନ୍ତୁ ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ସେନେଇ କୌଣସି ସୂଚନା ନାହିଁ ବୋଲି ବୋର୍ଡ ସଭାପତି କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/5t-secretary-at-cuttack-secondary-board-high-school/","type":"wp-embed","providerNameSlug":"prameya-news-7"}
https://www.prameyanews7.com/5t-secretary-at-cuttack-secondary-board-high-school/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.