scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜୁଲାଇ ୧ରେ OTET, ବିଭିନ୍ନ ଜିଲ୍ଲାରେ ୩୦୭ ପରୀକ୍ଷାକେନ୍ଦ୍ର

25/06/2023 at 8:17 AM

ଭୁବନେଶ୍ୱର ୨୫।୦୬ : ଜୁଲାଇ ୧ ତାରିଖରେ ଓଡ଼ିଶା ଶିକ୍ଷା ଯୋଗ୍ୟତା ପରୀକ୍ଷା- OTET ଅନୁଷ୍ଠିତ ହେବ । ଦୁଇଟି ବର୍ଗରେ ହେଉଥିବା ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଟିଂରେ ହେବ ।

ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଥିବା OTET ପାଇଁ ରାଜ୍ୟରେ ଦେଢ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି । ଏଥିପାଇଁ ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ୍ ରେ ୩୦୭ଟି କେନ୍ଦ୍ର କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ୩୬ଟି ସ୍କ୍ବାଡ୍ ଗଠନ କରାଯାଇଛି । ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟ୍ ରୁ ସେମାନଙ୍କ ଆଡମିଟ୍ କାର୍ଡ ଡେଉନଲୋଡ୍ କରିପାରିବେ ।

   Related Posts