ବୌଦ୍ଧ ୧୯।୯: ଦୁଇଟି ପିକ୍ଅପ୍କୁ ଧକ୍କା ଦେଲା OSRTC ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ରୁ ୪୦ ଯାତ୍ରୀ । ବୌଦ୍ଧ ଜିଲ୍ଲା ମୁରୁସୁଣ୍ଢି ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, ରାସ୍ତା ଉପରେ ଛିଡା ହୋଇଥିବା ପିକ୍ଅପ୍ ଭ୍ୟାନ୍କୁ ପିଟିଲା ବସ୍ । ଭୁବନେଶ୍ୱରରୁ ଟିଟିଲାଗଡ ଯିବାବେଳେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବୌଦ୍ଧ ଜିଲ୍ଲା ମୁରୁସୁଣ୍ଢି ନିକଟରେ ଦୁଇଟି ପିକ୍ଅପ୍କୁ ପିଟିଲା ବସ୍ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ବୌଦ୍ଧ ଆଦର୍ଶ ଥାନା ପୋଲିସ ।
You Can Read: