oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ତୁମୁରୁକୋଣ୍ଡା ରାସ୍ତାରେ ଓଲଟିଲା ସରକାରୀ ବସ୍‌, ୬ ଯାତ୍ରୀ ଆହତ

23/07/2022 at 7:53 PM

ମାଲକାନଗିରି, ୨୩/୦୭: ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ନିକଟସ୍ଥ ତୁମୁରୁକୋଣ୍ଡା ରାସ୍ତାରେ ଓଲଟି ପଡିଲା ସରକାରୀ ବସ୍ । ଦୁର୍ଘଟଣାରେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ରାଜ୍ୟ ପରିବହନ ନିଗମର ଏକ ସରକାରୀ ବସ୍ ଜୟପୁରରୁ ଭାୟା ବାଲିମେଳା ଦେଇ ମାଲକାନଗିରି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଘଟଣାରୁ ଜଣାପଡିଛି ଯେ ଡ୍ରାଇଭର୍ ଓ ହେଲପରଙ୍କ ସହ ବସରେ ମୋଟ ୧୨ ଜଣ ଯାତ୍ରୀ ରହିଥିଲେ । ଝିପିଝିପି ବର୍ଷାରେ ରାସ୍ତା ଖାଲି ରହିଥିବାରୁ ଡ୍ରାଇଭର୍ ଦୃତ ଗତିରେ ବସ ଚଳାଉଥିଲେ । ହେଲେ ସାମ୍ନାରେ ଏକ ଛେଳିକୁ ଦେଖି ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ବସ ଚାଳକ କହିଛନ୍ତି । ଆହତମାନଙ୍କୁ ବାଲିମେଳା ଡାକ୍ତରଖାନା ନିଆଯାଉଥିବା ବେଳେ ସମସ୍ତଙ୍କ ଅବସ୍ଥା ଭଲ ରହିଥିବା ଜଣାପଡିଛି ।

   Related Posts