ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଜାଣନ୍ତୁ ଓସ୍କାର୍ ୨୦୨୩ର ଓ୍ବିନର୍ ଲିଷ୍ଟ; ଗୋଟିଏ ଫିଲ୍ମ ହାତେଇଛି ୭ଟି ପୁରସ୍କାର

13/03/2023 at 1:06 PM

ମୁମ୍ବାଇ ୧୩।୦୩ : ଭାରତୀୟଙ୍କ ପାଇଁ ଆଜି ଏକ ଗର୍ବର ମୁହୂର୍ତ୍ତ । ଘୋଷଣା ହୋଇଛି ୯୫ତମ ଓସ୍କାର୍ ପୁରସ୍କାର । ଚଳିତବର୍ଷ ଏହି ଏକାଡେମୀ ପୁରସ୍କାର ଲସ୍ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ଭାରତ ଦୁଇଟି ବଡ ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛି । ଏସ୍ ଏସ୍ ରାଜମୌଲିଙ୍କ ଫିଲ୍ମ RRRର ‘ନାଟୁ ନାଟୁ’ ଗୀତ ବେଷ୍ଟ ଅରିଜିନାଲ୍ ସଙ୍ଗ କାଟାଗୋରୀରେ ଜିତିଛି ଓସ୍କାର ପୁରସ୍କାର । ଏଥିସହିତ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ କ୍ୟାଟେଗୋରୀରେ ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍’କୁ କରାଯାଇଛି ସମ୍ମାନୀତ । ଏହାର ନିର୍ଦ୍ଦେଶକ ଅଟନ୍ତି କାର୍ତ୍ତିକ ଗୋନସାଲଭେସ୍ ।

ଆସନ୍ତୁ ଜାଣିବା ୨୦୨୩ର ସଂପୂର୍ଣ୍ଣ ଓସ୍କାର ବିଜେତାଙ୍କ ତାଲିକା…

ସର୍ବୋତ୍ତମ ଚଳଚ୍ଚିତ୍ର- Everything Everywhere All at Once

ସର୍ବଶ୍ରେଷ୍ଠ ଅଭିନେତ୍ରୀ- ମିଶେଲ ୟେହ(Everything Everywhere All at Once)

ସର୍ବଶ୍ରେଷ୍ଠ ଅଭିନେତା-ବ୍ରେଡନ୍ ଫ୍ରେଜର (the whale)

ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ- ଡାନିୟଲ୍(Everything Everywhere All at Once)

ସର୍ବଶ୍ରେଷ୍ଠ ଫିଲ୍ମ ସଂପାଦନ- Everything Everywhere All at Once

ସର୍ବଶ୍ରେଷ୍ଠ ମୂଳ ଗୀତ – RRRର ନାଟୁ-ନାଟୁ

ବେଷ୍ଟ ସାଉଣ୍ଡ- ଟପ୍ ଗନ: ମେବରିକ୍

ସର୍ବଶ୍ରେଷ୍ଠ ରୂପାନ୍ତରିତ ପଟ୍ଟକଥା- ଓମେନ୍ ଟକିଙ୍ଗ୍

ସର୍ବଶ୍ରେଷ୍ଠ ମୂଳ ପଟ୍ଟକଥା- Everything Everywhere All at Once-ଡାନିୟଲ୍ କ୍ବାନ ଏବଂ ଡାନିୟଲ୍ ଶାଇନର୍ଟ

ସର୍ବଶ୍ରେଷ୍ଠ ଦୃଶ୍ୟ ପ୍ରଭାବ- ଅବତାର;ଦ ଓ୍ବେ ଅଫ୍ ଓ୍ବାଟର୍

ସର୍ବଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍- All Quiet on the western front

ସର୍ବଶ୍ରେଷ୍ଠ ମୂଳ ସ୍କୋର୍- All Quiet on the western front

ସର୍ବଶ୍ରେଷ୍ଠ ଏନିମେଟେଡ୍ ଲଘୁ ଫିଲ୍ମ- the boy the mole the fox and the horse

ବେଷ୍ଟ ଡକ୍ୟୁମେଣ୍ଟ୍ରି ସର୍ଟ ଫିଲ୍ମ- ‘ଦ ଏଲିଫ୍ୟାଣ୍ଟ ହ୍ବିସ୍ପର୍’

ବେଷ୍ଟ କଷ୍ଟ୍ୟୁମ୍ ଡିଜାଇନ-black panther

ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ ଫିଚର ଫିଲ୍ମ- All Quiet on the western front

ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ-ଜମି ଲି କୁର୍ଟିସ୍(Everything Everywhere All at Once)

ସର୍ବଶ୍ରେଷ୍ଠ ସହାୟକ ଅଭିନେତା-କେ ହୁଇ କ୍ବାନ୍ (Everything Everywhere All at Once)

   Related Posts