ଘୁଂଚିଲା ଏଏସଓ ପରୀକ୍ଷା; ଡିସେମ୍ବର ୨୩ ବଦଳରେ ଜାନୁଆରୀ ୨୦ରେ ହେବ

Published By : Prameya-News7 Bureau | December 03, 2018 IST

ଭୁବନେଶ୍ୱର ୩/୧୨ : ରାଜ୍ୟ ସରକାରଙ୍କ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏଏସଓ ପରୀକ୍ଷା ଘୁଂଚି ଯାଇଥିବା ସୂଚନା ମିଳିଛି | ଓଡିଶା ପବ୍ଲିକ ସର୍ଭିସ କମିଶନ ଓପିଏସସି ଏହି ସୂଚନା ଦେଇଛନ୍ତି | ପୂର୍ବରୁ ଡିସେମ୍ବର ମାସ ୨୩ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ ହୋଇଥିଲା | ତେବେ ପରୀକ୍ଷା ଜାନୁଆରୀ ୨୩ ତାରିଖରେ ହେବ ବୋଲି ଓପିଏସସି କର୍ତୃପକ୍ଷ ସୂଚନା ଦେଇଛନ୍ତି | ପରୀକ୍ଷା ପାଇଁ ବହୁ ଆବେଦନ ଆସିବାରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.