ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଘୁଂଚିଲା ଏଏସଓ ପରୀକ୍ଷା; ଡିସେମ୍ବର ୨୩ ବଦଳରେ ଜାନୁଆରୀ ୨୦ରେ ହେବ

3/12/2018 at 5:07 PM

ଭୁବନେଶ୍ୱର ୩/୧୨ : ରାଜ୍ୟ ସରକାରଙ୍କ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବା ଏଏସଓ ପରୀକ୍ଷା ଘୁଂଚି ଯାଇଥିବା ସୂଚନା ମିଳିଛି | ଓଡିଶା ପବ୍ଲିକ ସର୍ଭିସ କମିଶନ ଓପିଏସସି ଏହି ସୂଚନା ଦେଇଛନ୍ତି | ପୂର୍ବରୁ ଡିସେମ୍ବର ମାସ ୨୩ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଦିନ ଧାର୍ଯ୍ୟ ହୋଇଥିଲା | ତେବେ ପରୀକ୍ଷା ଜାନୁଆରୀ ୨୩ ତାରିଖରେ ହେବ ବୋଲି ଓପିଏସସି କର୍ତୃପକ୍ଷ ସୂଚନା ଦେଇଛନ୍ତି | ପରୀକ୍ଷା ପାଇଁ ବହୁ ଆବେଦନ ଆସିବାରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଇଛି |

   Related Posts