oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ବିଜୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାକୁ ବିରୋଧୀଙ୍କ ସମାଲୋଚନା

15/08/2018 at 5:54 AM

ଭୁବନେଶ୍ୱର ୧୫/୮ : ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାକୁ ବିରୋଧୀଙ୍କ ସମାଲୋଚନା । ରାଜ୍ୟ ସରକାର ପ୍ରଚାର ସର୍ବସ୍ବ ଓ ଏହା ନିର୍ବାଚନୀ ଚାଲ ବୋଲି କହିଛନ୍ତି ବିଜେପି ନେତା ବିଶ୍ୱ ଭୁଷଣ ହରିଚନ୍ଦନ । ଏହା ସରକାରଙ୍କ ପାଗଳାମି, ନିର୍ବୋଧ ପଣିଅା । କେନ୍ଦ୍ର ସରାକରଙ୍କ ଅାୟୁସ୍ମାନ ଯୋଜନାକୁ ଏଡାଇ ଯାଇ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ର ଯୋଜନା କରିଛନ୍ତି। ସରକାର କେବଳ ଯୋଜନା ଉପରେ ଯୋଜନା କରୁଛନ୍ତି ହେଲେ ସଠିକ କାର୍ଯ୍ୟକାରିତା କରୁ ନଥିବା କହିଛନ୍ତି ବିରୋଧୀ। ଏହା ସରକାରଙ୍କ ଫମ୍ପା ଅାଓ୍ବାଜ ବୋଲି ସରକାରଙ୍କ ଉପରେ ନିଶାନା ସାଜିଛନ୍ତି ବିରୋଧୀ। ସେପଟେ ବିଜୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା କୁ କଂଗ୍ରେସ ମଧ୍ୟ ବିରୋଧ କରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟ ବାସୀଙ୍କ ପାଇଁ ପ୍ରତାରଣା କରିଥିବା କହିଛନ୍ତି ବରିଷ୍ଟ କଂଗ୍ରେସ ନେତା କାହ୍ନୁ ରରଣ ଲେଙ୍କା।

   Related Posts