ମେୟରଙ୍କ ବୁଝାସୁଝା ପରେ ମାନିଲେ, ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର

କଟକ୧୭/୧୧: ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର । ମେୟରଙ୍କ ବୁଝାସୁଝା ପରେ ଧାରଣାରୁ ଉଠିଲେ । ଛତ୍ରବଜାର ପିଣ୍ଡି ବିବାଦକୁ ନେଇ ଗତ ୪ ଦିନ ହେଲା ଧାରଣାରେ ବସିଥିଲେ କର୍ପୋରେଟର । ସକାଳେ ସିଏମ୍‌ସି ମୁଖ୍ୟାଳୟରେ ପହଁଚିଥିଲେ ମେୟର ସୁବାସ ସିଂହ । ସାଙ୍ଗରେ ଥିଲେ ସିଏମ୍‌ସି କମିଶନର ନିଖିଲ ପଓ୍ୱନ କଲ୍ୟାଣ । ବିରୋଧୀ କର୍ପୋରେଟଙ୍କ ସହ ଆଲୋଚନା ବି କରିଥିଲେ । ଏହାପରେ ଆନ୍ଦୋଳନରୁ ହଟିଥିଲେ କର୍ପୋରେଟର । ସୂଚନା ଥାଉକି, କଟକ … Continue reading ମେୟରଙ୍କ ବୁଝାସୁଝା ପରେ ମାନିଲେ, ଆନ୍ଦୋଳନରୁ ହଟିଲେ ବିରୋଧୀ କର୍ପୋରେଟର