ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ପୁରୀ ବ୍ଲୁ-ଫ୍ଲାଗ୍ ବିଚ୍‌କୁ ବିରୋଧ, ଜେସିବି ମେସିନ ଆଗରେ ବସି ପ୍ରତିବାଦ

17/12/2021 at 11:21 AM

ପୁରୀ ୧୭।୧୨: ପୁରୀ ଚକ୍ରତୀର୍ଥ ରୋଡ୍ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ-ଫ୍ଲାଗ୍ ବିଚ୍‌କୁ ତୀବ୍ର ବିରୋଧ କରାଯାଇଛି । ପୁରୀ ବେଳାଭୂମି ବ୍ୟବସାୟୀ ସଂଘ ପକ୍ଷରୁ ଖୋଳାଯାଇଥିବା ବାଲିରେ ବସି କ୍ଷୁଦ୍ର ଓ ଉଠା ବ୍ୟବସାୟୀ ପ୍ରତିବାଦ କରିଛନ୍ତି ।

ବାଲି ସମାନ୍ତରାଳ ପାଇଁ ଆସିଥିବା ଜେସିବି ମେସିନ ଆଗରେ ବସି କାର୍ଯ୍ୟ ବନ୍ଦ କରାଯାଇଛି । ତୁରନ୍ତ ଏହି ବ୍ଲୁ-ଫ୍ଲାଗ ବିଚ୍ ବାତିଲ ପାଇଁ ଦାବି କରିଛି ସଂଘ।

   Related Posts