ପୁରୀ ବ୍ଲୁ-ଫ୍ଲାଗ୍ ବିଚ୍‌କୁ ବିରୋଧ, ଜେସିବି ମେସିନ ଆଗରେ ବସି ପ୍ରତିବାଦ

Published By : Prameya-News7 Bureau | December 17, 2021 IST

ପୁରୀ ୧୭।୧୨: ପୁରୀ ଚକ୍ରତୀର୍ଥ ରୋଡ୍ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ-ଫ୍ଲାଗ୍ ବିଚ୍‌କୁ ତୀବ୍ର ବିରୋଧ କରାଯାଇଛି । ପୁରୀ ବେଳାଭୂମି ବ୍ୟବସାୟୀ ସଂଘ ପକ୍ଷରୁ ଖୋଳାଯାଇଥିବା ବାଲିରେ ବସି କ୍ଷୁଦ୍ର ଓ ଉଠା ବ୍ୟବସାୟୀ ପ୍ରତିବାଦ କରିଛନ୍ତି ।

{"id":560699,"sizeSlug":"full","linkDestination":"none"}

ବାଲି ସମାନ୍ତରାଳ ପାଇଁ ଆସିଥିବା ଜେସିବି ମେସିନ ଆଗରେ ବସି କାର୍ଯ୍ୟ ବନ୍ଦ କରାଯାଇଛି । ତୁରନ୍ତ ଏହି ବ୍ଲୁ-ଫ୍ଲାଗ ବିଚ୍ ବାତିଲ ପାଇଁ ଦାବି କରିଛି ସଂଘ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.