ରାହୁଲଙ୍କୁ ଭେଟିଲେ ପିସିସି ସଭାପତି; “ସଂଗଠନକୁ ସୁଦୃଢ କରାଯିବା ନେଇ ହୋଇଛି ଆଲୋଚନା”-ନିରଞ୍ଜନ ପଟ୍ଟନାୟକ
9/06/2018 at 11:28 AM

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତିଙ୍କ ସମେତ ୮ ପଦାଧିକାରୀ
ସନ୍ଧ୍ୟା ସୁଦ୍ଧା ନୂଆ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବ
୨୦୧୯ ନିର୍ବାଚନ ନେଇ ହୋଇଛି ଆଲୋଚନା