ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ସାରା ବିଶ୍ବରେ ରହିଛି ଗୋଟିଏ ମାତ୍ର ଧଳା ଜିରାଫ : ବିଲୁପ୍ତପ୍ରାୟ ଅବସ୍ଥାରେ ଏହି ପ୍ରଜାତି

12/03/2020 at 10:38 AM

ନାଇରୋବି ୧୨/୩: ବିଶ୍ବରେ ଏବେ ମାତ୍ର କେବଳ ଗୋଟିଏ ଧଳା ଜିରାଫ ବଞ୍ଚିଛି। ସୂଚନା ଅନୁଯାୟୀ,କେନିଆରେ ଦୁଇଟି ଜିରାଫଙ୍କୁ ଶିକାରୀମାନେ ହତ୍ୟା କରିଦେଇଛନ୍ତି ଯାହା ପରେ ଏବେ ମାତ୍ର ଗୋଟିଏ ଧଳା ଜିରାଫ ବଞ୍ଚିଛି। ଏପରି ପରିସ୍ଥିତିରେ ଏହି ପ୍ରଜାତିର ଜିରାଫ ଏବେ ପ୍ରାୟତଃ ବିଲୁପ୍ତ ହୋଇ ଗଲାଣି।

ପୂର୍ବ କେନିଆର ଗରିସାରେ ଶିକାରୀଙ୍କ ଦ୍ବାରା ନିହତ ହେବା ପରେ ଦୁଇଟି ଜିରାଫଙ୍କ ଶବ କଙ୍କାଳ ଅବସ୍ଥାରେ ମିଳିଛି। ଶିକାରୀମାନେ ବଞ୍ଚିଥିବା ଶେଷ ଜିରାଫକୁ ମଧ୍ୟ ମାରିବାର ଯୋଜନା କରିଥି​‌ଲେ କିନ୍ତୁ ଏହା ସୌଭାଗ୍ୟବଶତଃ ବଞ୍ଚିଯାଇଥିଲା।

   Related Posts