ଦିନିକିଆ ବଲାଙ୍ଗିର ଗସ୍ତରେ ସମବାୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ।
2/09/2018 at 9:23 PM

ଭୁବନେଶ୍ଵର;୦୨/୦୯- ଦିନିକିଆ ବଲାଙ୍ଗିର ଗସ୍ତରେ ସମବାୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଲୋଇସିଂହାର ବିଭିନ୍ନ ପଞ୍ଚାୟତରେ ଉନ୍ନୟନମୂଳକ କାମର ଶିଳାନ୍ୟାସ ସହ ଏବଂ ଶୁଭ ଉଦଘାଟନ କଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ଗସ୍ତକୁ କଳାପତାକା ଦେଖାଇ ବିରୋଧ କରିଥିଲା କଂଗ୍ରେସ । ଜାମୁଟିଆ ଛକ ଠାରେ ରାସ୍ତାରେ ଟାୟାର ଜାଳି ଗସ୍ତକୁ ବିରୋଧ କକାଯାଇଥିଲା । ସେହିପରି ତଳିଉଡାର ଠାରେ କଳାପତାକା ଦେଖାଇ ମନ୍ତ୍ରୀଙ୍କୁ କରିଛନ୍ତି ବିରୋଧ କରାଯାଇଥିଲା । କଂଗ୍ରେସ ସହ ଚାଷୀ ମଧ୍ୟ ବିରୋଧରେ ସାମିଲ୍ ହୋଇଥିଲେ ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022