ଭୁବନେଶ୍ୱରରେ ଯୁବକଙ୍କ ଆତ୍ମହତ୍ୟା, ପ୍ରେମ ପ୍ରସଙ୍ଗ ସନ୍ଦେହ କରୁଛି ପୋଲିସ୍
1/10/2023 at 6:44 PM

ଭୁବନେଶ୍ବର: ରାଜଧାନୀର ଜିଜିପି କଲୋନୀରେ ଯୁବକଙ୍କ ଆତ୍ମହତ୍ୟା । ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଖବର ପାଇଁ ଘଟଣାସ୍ଥଳରେ ମଞ୍ଚେଶ୍ବର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ନାମ ବାଲିପାଟଣାର ସଚିତ୍ର ବାରିକ ବୋଲି ଜଣାପଡ଼ିଛି।
ତେବେ କେଉଁ କାରଣରୁ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ୍ ତଦନ୍ତ କରୁଥିବାବେଳେ ପ୍ରେମ ବ୍ୟାପାରକୁ ନେଇ ଏଭଳି କରିଥିବା ସନ୍ଦେହ କରାଯାଉଛି । ପୋଲିସ୍ ଯୁବକଙ୍କ ଆତ୍ମହତ୍ୟା ପୂର୍ବର ଶେଷ କଲ୍ ଏବଂ ମେସେଜକୁ ମଧ୍ୟ ଯାଞ୍ଚ କରୁଛି।
Updating…
ଆହୁରି ପଢ଼ନ୍ତୁ: କେନାଳରୁ ମିଳିଲା ଯୁବକଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ
Related Posts
ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ
4 December 2023