ଲଜ୍ଜା : ୨ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଅଭିଯୋଗ, ଯୁବକ ଅଟକ

Published By : Prameya-News7 Bureau | December 14, 2021 IST

ରାଉରକେଲା ୧୪।୧୨: ରାଉରକେଲା ମାଲଗୋଦାମ ବସ୍ତିରେ ଲଜ୍ଜା । ପଡୋଶୀ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଅଭିଯୋଗ । ଅଭିଯୁକ୍ତ ଥାନାରେ ଅଟକ ।

ସୂଚନାଯୋଗ୍ୟ ଯେ, ରାଉରକେଲା ମାଲଗୋଦାମ ବସ୍ତିର ଜଣେ ଯୁବକ ୭ ବର୍ଷ ଓ ୫ ବର୍ଷର ଦୁଇ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ୩୦ ୩୦ ବର୍ଷ ବୟସ୍କ ଅଭିଯୁକ୍ତ ଯୁବକକୁ ପୋଲିସ ଅଟକ ରଖିଛି । ଘଟଣାରେ ଯୁବକଙ୍କୁ ଅଧିକ ପଚରାଉଚରା କରୁଛି ଉଦିତ ନଗର ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.