ଭୁବନେଶ୍ବର ଏମ୍ସରୁ ପୁଣି ଜଣେ ଠକ ଯୁବତୀକୁ ଗିରଫକଲା ପୋଲିସ

Published By : Prameya-News7 Bureau | August 19, 2019 IST

ଭୁବନେଶ୍ବର୧୯|୮:ଏମ୍ସରୁ ପୁଣି ଜଣେ ଠକ ଯୁବତୀ ଗିରଫ ହୋଇଛି ।ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା । ଏମ୍ସର କର୍ମଚାରୀ କହି ଲୋକଙ୍କୁ ଠକୁଥିଲା ଟଙ୍କା ।ଖଣ୍ଡଗିରି ଥାନାରେ ଏତଲା ହୋଇଥିଲା । ଗିରଫ ଯୁବତୀ  କନ୍ଧମାଳର ସାବିତ୍ରୀ ବେହେରା ବୋଲି ଜଣାପଡିଛି ।ପୂର୍ବରୁ ମଧ୍ୟ ଠକେଇ ଅଭିଯୋଗରେ ଏମ୍ସରୁ ଜଣେ ଯୁବତୀଙ୍କୁ ଗିରଫ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.