oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଚିପ୍ସ ପ୍ୟାକେଟରେ ଆସୁଥିବା ଖେଳନା ଗିଳି ବର୍ଷକର ଶିଶୁକନ୍ୟା ମୃତ

24/06/2019 at 6:40 PM

ଆନନ୍ଦପୁର୨୪|୬: ପିଲାଙ୍କର ପ୍ରିୟ ଚିପ୍ସ ପ୍ୟାକେଟରେ ଆସୁଥିବା ଖେଳନାକୁ ଗିଳିଦେଇ ଜଣେ ବର୍ଷକର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କୋଳିପଦି ଗାଁ ରେ ।

ଗାଁର ବିଦ୍ୟାଧର ଜେନାଙ୍କ ଝିଅ ସୂଚିତ୍ରା ଆଜି ଚିପ୍ସ ପ୍ୟାକେଟ ଧରି ଚିପ୍ସ ଖାଉଥିଲେ । ପିଲାଙ୍କୁ ଆକୃଷ୍ଟ କରିବାକୁ ପ୍ୟାକେଟ ଭିତରେ ଦିଆଯାଇଥିବା ପ୍ଲାଷ୍ଟିକ୍ ଖେଳନାକୁ ଭୁଲ ବଶତଃ କୁନି ଝିଅ ଗିଳିଦେଇଥିଲେ । କିଛି ସମୟପରେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟହେବାରୁ ଘରଲୋକେ ତାଂକୁ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ଡାକ୍ତର ବିଭିନ୍ନ ପରିକ୍ଷା ନିରିକ୍ଷା କରିବାପରେ ସୁଚିତ୍ରାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚ।ର ବିଷୟ ହୋଇଛି ।

   Related Posts