ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଧାନ ବିଲରେ ଅଗ୍ନିକାଣ୍ଡ; ୧୨୧ ବସ୍ତା ଧାନ ପୋଡ଼ିଦେଲେ ଦୁର୍ବୃତ୍ତ 

24/11/2022 at 8:03 PM

ସମ୍ୱଲପୁର ୨୪/୧୧: ଧାନ ବିଲରେ ଅମଳ ହୋଇଥିବା ଧାନ ପୋଡ଼ିଦେଳେ ଦୁର୍ବୃତ୍ତ।  ଅଗ୍ନିକାଣ୍ଡରେ ୧୨୧ ବସ୍ତା ଧାନ କ୍ଷତିଗ୍ରସ୍ତ ଏପରି। ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛି। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ବନ୍ଧପାଲି ଗାଁର ମରାଂଗୁଲା ମୌଜାରେ ଦେଖିବାକୁ ମିଳିଛି।

ଖବର ଅନୁସାରେ, ବନ୍ଧପାଲି ଗାଁର ବିଶ୍ବନାଥ ସେଟଙ୍କ ଉତ୍ପାଦିତ ଧାନ ପୋଡି ଦେଇଥିବା ଅଭିଯୋଗ ହୋଇଛି। ବିଲରେ ଧାନ ଅମଳ କରି ବସ୍ତାରେ ଭରି ରଖିଥିବାବେଳେ କେହି ଦୁବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ତେବେ ବିଶ୍ବନାଥଙ୍କ ଅମଳ ହୋଇଥିବା ୧୨୧ ବସ୍ତା ଧାନ ଅଧାରୁ ଅଧିକ ପୋଡ଼ି ଯାଇଛି। ଆଉ କିଛି ଦିନ ପରେ ସେ ଏହାକୁ ବିକ୍ରି କରିଥାନ୍ତେ। ଏହି ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

   Related Posts