ଚୋରି କରିବାକୁ ଯାଇ ଧରାପଡିଲେ ୩ ଚୋର, ନିସ୍ତୁକ ମାଡ ଖାଇ ପ୍ରାଣ ହରାଇଲେ ଜଣେ
21/11/2023 at 7:01 PM

ବରଗଡ଼ ୨୧।୧୧: ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହୁଟିକ୍ରାକୁ ଚୋରି କରିବାକୁ ଯାଇଥିବା ୪ ଜଣ ଚୋରଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କଲେ ଗ୍ରାମବାସୀ । ଜଣେ ଚୋର ଫେରାର ହୋଇଯାଇଛନ୍ତି । ଗ୍ରାମବାସୀଙ୍କ ଦ୍ବାରା ନିସ୍ତୁକ ମାଡ଼ ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତ ଯୁବକ ହେଲେ ପଣ୍ଡରୀ ପଥର ଗାଁର ବିଜୟ ବାଗ । ଗୁରୁତରଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
You Can Read :
Related Posts
ବିଜୟ ଶଙ୍କରଙ୍କ ଆବେଦନ ଖାରଜ, ବିବାହ କରି ପାରିବେନି ଯୁବ ବିଧାୟକ
5 December 2023
ରାଜ୍ୟ କ୍ୟାବିନେଟ୍ର ୬୮ ତମ ବୈଠକ: ୧୦ ପ୍ରସ୍ତାବ ଉପରେ ବାଜିଲା ମୋହର
5 December 2023