ଚୋରି କରିବାକୁ ଯାଇ ଧରାପଡିଲେ ୩ ଚୋର, ନିସ୍ତୁକ ମାଡ ଖାଇ ପ୍ରାଣ ହରାଇଲେ ଜଣେ

Published By : Prameya-News7 Bureau | November 21, 2023 IST

ବରଗଡ଼ ୨୧।୧୧: ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହୁଟିକ୍ରାକୁ ଚୋରି କରିବାକୁ ଯାଇଥିବା ୪ ଜଣ ଚୋରଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କଲେ ଗ୍ରାମବାସୀ । ଜଣେ ଚୋର ଫେରାର ହୋଇଯାଇଛନ୍ତି । ଗ୍ରାମବାସୀଙ୍କ ଦ୍ବାରା ନିସ୍ତୁକ ମାଡ଼ ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତ ଯୁବକ ହେଲେ ପଣ୍ଡରୀ ପଥର ଗାଁର ବିଜୟ ବାଗ । ଗୁରୁତରଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/exchange-of-firing-with-maoists-in-boudh-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/exchange-of-firing-with-maoists-in-boudh-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.