ଚିହ୍ନଟ ହେଲେ ପୁଣି ଜଣେ ସଂକ୍ରମିତ, ମୋଟ୍ ୨୪୬ ଜଣଙ୍କୁ ବୃଦ୍ଧି
8/05/2020 at 4:05 PM

ଭଦ୍ରକ୮/୫: ଭଦ୍ରକରେ ପୁଣି ଜଣେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ବ୍ୟକ୍ତି ଜଣେ ୩୩ ବର୍ଷୀୟ ଯୁବକ। ସେ ସୁରଟରୁ ଫେରିଥିଲେ। ଏହି ସଂକ୍ରମିତ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୨୪୬ ଜଣକୁ ବୃଦ୍ଧି ପାଇଛି। ଏହି ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।
Related Posts
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023