କାର-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

Published By : Prameya-News7 Bureau | December 29, 2019 IST

ଢେଙ୍କାନାଳ ୨୯।୧୨: ସଡକ ଦୁର୍ଘଟଣାରେ ଜଣେ ମୃତ । ଢେଙ୍କାନାଳ ପରଜଙ୍ଗ ଥାନା ଦଦରା ଘାଟି ନିକଟରେ କାର୍‌-ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ନିକଟସ୍ଥ ଗାଁର ବୋଲି ଜଣାପଡିଛି । ତେବେ ମୃତକଙ୍କ ପରିଚୟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.