ଯବାନଙ୍କ ଗୁଳିରେ ନକ୍ସଲ ମୃତ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ
5/12/2020 at 3:03 PM

ମାଲକାନଗିରି ୫।୧୨: ଯବାନଙ୍କ ଗୁଳିରେ ଜଣେ ନକ୍ସଲ ମୃତ । ଶୁକ୍ରବାର ସନ୍ଧ୍ୟାରେ ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗାଲୁର୍ ଥାନା ନିକଟସ୍ଥ ହାଓକା ଜଙ୍ଗଲ ନିକଟରେ ଡିଆରଜି, ସିଆରପିଏଫ୍ ଯବାନମାନେ ମାଓ ବିରୋଧୀ ଅଭିଯାନ ସାରି ଫେରୁଥିବା ବେଳେ ନକ୍ସଲ ଏବଂ ଯବାନ ମୁହାଁମୁହିଁ ହୋଇଥିଲେ । ଆଉ ଗୁଳିବିନିମୟ ପରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଗୋଟିଏ ବନ୍ଧୁକ ଓ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023