ମାଡିଗଲା ଚଳନ୍ତା ଟ୍ରାକ୍ଟର : ଜଣେ ମୃତ, ଦୁଇ ଆହତ
6/03/2023 at 6:03 PM

ରାଉରକେଲା ୬।୩: ମାଡ଼ିଗଲା ଟ୍ରାକ୍ଟର, ବୃଦ୍ଧଙ୍କ ଜୀବନ ଗଲା । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ସୁନ୍ଦରଗଡ ରାଜଗ।ଙ୍ଗପୁର ରେଳ ଫାଟକରେ ଘଟିଛି ଦୁର୍ଘଟଣା । ରେଳ ଫାଟକ ନିକଟରେ ଚଳନ୍ତା ଟ୍ରାକ୍ଟର ମାଡ଼ିଯିବା ଫଳରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ମାଲଡିହି ଖଡିଆପଡ଼ା ଗାଁର ଏଷ୍ଟାନି ଟେଟେ । ଦୁର୍ଘଟଣା ଘଟାଇବା ପରେ ଟ୍ରାକ୍ଟର ଚାଳକ ଟ୍ରାକ୍ଟର ଛାଡି ଫେରାର ହୋଇଯାଇଛି । ପୋଲିସ ଟ୍ରାକ୍ଟର ଚାଳକକୁ ଖୋଜୁଛି ।
Related Posts
ଆକ୍ସନରେ ଜିଏସ୍ଟି, ଏକକାଳୀନ ରାଉରକେଲାର ୭ଟି ସ୍ଥାନରେ ଚଢାଉ
27 March 2023
୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଧରାପଡିଲେନି ବେପାରୀ
27 March 2023