ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ : ଜଣେ ମୃତ, ୨ ଆହତ
8/03/2023 at 5:55 PM

ଯାଜପୁର ୮।୩: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କପିଳା ଛକ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି l ହୋଲି ଖେଳି ସାଙ୍ଗମାନଙ୍କ ସହ ବାଇକରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ବାଇକ୍ । ମୃତକ ହେଲେ ପ୍ରୀତିପୁର ଅଞ୍ଚଳର ଚନ୍ଦନ ଦାସ ବୋଲି ଜଣାପଡିଛି ।
Related Posts
ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
24 March 2023