ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ହୋଲି ହେଲା କାଳ : ଗାଧୋଇବା ବେଳେ ଭାସିଗଲେ ଦୁଇ ଭାଇ ; ବଡ ମୃତ, ସାନ ଉଦ୍ଧାର

10/03/2020 at 3:07 PM

ପଟ୍ଟାମୁଣ୍ଡାଇ ୧୦।୩: ହୋଲି ଖେଳ ବେଳେ ଅଘଟଣ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ନିଆଳି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ହୋଲି ଖେଳିସାରି ପୋଖରୀରେ ଗାଧୋଇବା ବେଳେ ଦୁଇ ଭାଇ ପୋଖରୀରେ ବୁଡିଯାଇଥିଲେ । ଦୁଇ ଭାଇଙ୍କୁ ବୁଡି ଯାଉଥିବାର ଦେଖି ଗ୍ରାମବାସୀମାନେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ସାନ ଭାଇଙ୍କୁ ଉଦ୍ଧର କରିଥିବା ବେଳେ ବଡ ଭାଇଙ୍କର ମୃତ୍ୟୁ ହୋଇଛି । । ମୃତକ ହେଲେ ଆୟୁଷ୍ମାନ ପରିଡା ।

   Related Posts