ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଅଜଣା ଗାଡି ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର

20/08/2021 at 2:25 PM

କାମାକ୍ଷାନଗର ୨୦।୮: ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ମୃତକ ହେଲେ ପର୍ଜଙ୍ଗ ଥାନା ଆଖୁଆପାଳ ପଞ୍ଚାୟତ ରଘୁନାଥପୁର ଗ୍ରାମର ସମୀର ନାୟକ ଓ ଗରୁତର ହେଲେ ସେହି ଗ୍ରାମର କାହ୍ନା ନାୟକ।

ସୂଚନାଯୋଗ୍ୟ ଯେ, ସମୀର ଓ କହ୍ନା ଗୁରୁବାର ବିଳମ୍ବିତ ରାତିରେ ଜିଏମ ଆଇରନ କାରଖାନାରୁ ଡ୍ୟୁଟି ସାରି ଗୋଟିଏ ସାଇକେଲ ଯୋଗେ ରଘୁନାଥପୁର ନିଜ ଗ୍ରାମକୁ ଫେରୁଥିଲେ। ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସମୀର ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ କାହ୍ନା ଗୁରୁତର ଆହତ ହୋଇଛନ୍ତି । କ୍ଷତିପୂରଣ ଦାବିରେ ମୃତଦେହକୁ କାରଖାନା ମୁଖ୍ୟ ଫାଟକ ଆଗରେ ରଖି ପରିବାର ଲୋକେ ଧାରଣାରେ ବସିଛନ୍ତି।

   Related Posts