ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଜଙ୍ଗଲରୁ କାଠ ନେଇ ଫେରୁଥିବା ବେଳେ ଆକ୍ରମଣ କଲା ଭାଲୁ, ଜଣେ ମୃତ

4/10/2022 at 6:03 PM

ଉମରକୋଟ, ୦୪/୧୦: ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ଜଙ୍ଗଲରୁ କାଠ ନେଇ ଫେରୁଥିବା ସମୟରେ ନାୟକଗୁଡ଼ା ଜଙ୍ଗଲ ନିକଟରେ ଭାଲୁ ଆକ୍ରମଣ କରିଥିଲା । ସିର୍ଲିଗୁଡା ଗାଁର ଝିନୁ ଗଣ୍ଡ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

   Related Posts