oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ହାତୀ ଘଉଡାଥିଲେ ନିକୁଲାସ, କଚାଡି ନେଇଗଲା ଜୀବନ

23/10/2021 at 8:27 AM

ସୁନ୍ଦରଗଡ଼ ୨୩।୧୦: ହାତୀ ଆକ୍ରମଣରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ସୁନ୍ଦରଗଡ଼ ତଲସରା ଥାନା ତେନ୍ତୁଲିଧରିଆ ଗାଁର ନିକୁଲାସ ଜୋଜୋ ବୋଲି ଜଣାପଡିଛି । ନିକୁଲାସଙ୍କ ବୟସ ମାତ୍ର ୩୪ ବର୍ଷ ହେବ ବୋଲି ସୂଚନା ମିଳିଛି ।  

ଖବର ଅନୁଯାୟୀ, ଗତ କିଛି ଦିନ ହେବ ରାଉଲଡେଗା ବନଖଣ୍ଡ ଅଧିନରେ ଥିବା କିରାଲଗା ଜବତି ଜଙ୍ଗଲ, ହୁଟୁପାନି ଓ ଜଙ୍ଗଲପଡ଼ାରେ ୨୦ଟିକିଆ ହାତୀପଲ ଉପଦ୍ରବ ଜାରି ରଖିଛି । ପୁରା ଅଞ୍ଚଳରେ ହାତୀଙ୍କ ଉପଦ୍ରବରେ ଅନେକ ଫସଲ ନଷ୍ଟ ହେଉଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି । ତେବେ ଗତକାଲି ହାତୀ ଘଉଡାଇବା ସମୟରେ ନିକୁଲାସ ହାତୀ ସାମ୍ନାରେ ପଡିଯାଇଥିଲେ । ଯାହାଫଳରେ ନିକୁଲାସଙ୍କୁ ହାତୀ କଚାଡି ଦେଇଥିଲା । ନିକୁଲାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ନିକୁଲାସଙ୍କୁ ବୁର୍ଲା ନେବାର ମୃତ୍ୟୁ ହୋଇଯାଇଛି । ବାରମ୍ବାର ପୁରା ଅଞ୍ଚଳରେ ହାତୀପଲଙ୍କ ଏପରି ଉପଦ୍ରବ ନେଇ ଲୋକେ ଅଶାନ୍ତି ଥିବା ଜଣାପଡିଛି ।

   Related Posts