ମୁକୁଳା ଡ୍ରେନ୍‌ରେ ପଡିଛି ମୃତଦେହ, ହତ୍ୟାର କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | May 18, 2022 IST

ପୁରୀ ୧୮।୦୫: ମୁକୁଳା ଡ୍ରେନରେ ପଡିଛି ମୃତଦେହ। ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ନିକଟ ନାଳରେ ମୃତଦେହ ପଡି ରହିଛି । ମୃତକ ଜଣେ ରିକ୍ସା ଚାଳକ। ସେ ଚନ୍ଦନପୁର ଅଂଚଳର ଗେଡା ସାହୁ। ।

ତେବେ ନାଳରେ ପଡି ସେ ମୃତ୍ୟୁବରଣ କରିଛନ୍ତି ନା ତାଙ୍କୁ କିଏ ମାରି ଡ୍ରେନରେ ପକାଇଦେଇଛି । ସେନେଇ ସନ୍ଦେହ ସୃଷ୍ଟି ହେଉଛି। ବଡଦାଣ୍ଡରେ ମୁକୁଳା ଡ୍ରେନ ଥିବାରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.