AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

କୁଶଭଦ୍ରାରେ ବଢୁଛି ଜଳସ୍ତର, ବନ୍ୟାଜଳରେ ଭାସିଯାଇ ପୂଜକ ମୃତ

21/08/2022 at 10:24 AM

କୋଣାର୍କ ୨୧।୦୮: କୁଶଭଦ୍ରା ନଦୀର ବନ୍ୟା ଜଳରେ ପୂଜକଙ୍କ ମୃତ୍ୟୁ। ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର କବିରାଜ ପଣ୍ଡା।

ଖବର ଅନୁଯାୟୀ, କବିରାଜ ରବିବାର ସକାଳେ ବାଡିପଟେ ଯାଉଥିବା ବେଳେ ବନ୍ୟାପାଣିରେ ବୁଡ଼ି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମୃତ ବ୍ୟକ୍ତିଙ୍କର ଏକ ଛୋଟ ଶିଶୁପୁତ୍ର ରହିଛି। ତେଣୁ ତାଙ୍କ ପରିବାରକୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

   Related Posts