scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଝାରସୁଗୁଡ଼ାରେ ବ୍ୟାପିଛି ଝାଡାବାନ୍ତି, ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ

11/08/2022 at 8:14 AM

ଝାରସୁଗୁଡ଼ା ୧୧।୦୮: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବାଦିମାଲ ଓ ପିଥିଣ୍ଡା ଗାଁରେ ବ୍ୟାପିଛି ଝାଡାବାନ୍ତି l ବାଦିମାଲ ଗାଁରେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ବାଦିମାଲର ପ୍ରିୟଙ୍କା ପଧାନ ନାମକ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି।

ସେହିପରି ପିଥିଣ୍ଡା ଗାଁରେ ୨୬ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ହୋଇଥିବାବେଳେ ୧୮ ଜଣ ଲଖନପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି l ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା କରାଯିବା ସହ ପିଥିଣ୍ଡା ଗାଁକୁ ଯାଇ ସ୍ଥିତ ଅନୁଧ୍ୟାନ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ l

   Related Posts