ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ, ମେଡିକାଲ ବେଡ୍ରୁ ପଡି ମହିଳା ମୃତ
15/09/2022 at 1:04 PM

ଜୟପୁର ୧୫।୦୯ : ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ଡାକ୍ତରଖାନା ବେଡରୁ ପଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଭାନୁ ଜାନୀ। ଜୟପୁର ଟାଉନ ଥାନାରେ ସଂପର୍କୀୟଙ୍କ ଅଭିଯୋଗ । ସ୍ବାମୀ ମଙ୍ଗଳା ଜାନୀଙ୍କ କେୟାର ଟେକର ଭାବେ ଗତକାଲି ଡାକ୍ତରଖାନା ଯାଇଥିଲେ ମହିଳା।
Related Posts
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023