oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ତାର, ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରଦୀପ ମୃତ

9/01/2021 at 11:38 AM

ଦେବଗଡ ୦୯।୦୧ : ବାର୍‌ହା ଫାଶରେ ଚାଲିଗଲା ଜୀବନ । ମୃତକଙ୍କ ନାମ ପ୍ରଦୀପ ପ୍ରଧାନ ବୋଲି ଜଣାପଡିଛି । ଦେଓଗଡ଼ ଜିଲ୍ଲା ରିଆମାଳ ଥାନା ଶାମପାଲି ଗାଁର ଘଟଣା ।

ଖବର ଅନୁଯାୟୀ, ରିଆମାଳ ଥାନା ଅନ୍ତର୍ଗତ ଶାମପାଲି ଗାଁରେ ବାର୍‌ହା ମାରିବାକୁ ବସାଯାଇଥିବା ବିଦ୍ୟୁତ ଫାସ ବିଛାଯାଇଥିଲା । ଟିକିରା ନଦୀ କୂଳରେ ଝରାନାଳୀ ଠାରେ ବସାଯାଇଥିଲା ବିଦ୍ୟୁତ  ଫାସ । ତେବେ ଲାଗିଥିବା ଏହି ବିଦ୍ୟୁତ ତାର  ସଂସ୍ପର୍ଶରେ ଆସି ଜଣଣଙ୍କର  ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ଶାମପାଲି ଗାଁର ପ୍ରଦୀପ ପ୍ରଧାନ । ଘରକୁ ନଫେରିବାରୁ ବହୁ ସମୟ ଧିର ଖୋଜାଖୋଜି କରିବା ପରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା ।

   Related Posts