oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବାହାଘର ଖୁସିରେ ଲାଗିଗଲା ଦୁଃଖର ଗ୍ରହଣ, ଡିଜେ ଗାଡ଼ି ତଳେ ଚାପି ହୋଇ ଚାଲିଗଲା ଜୀବନ

10/05/2022 at 10:39 AM

ବାଲେଶ୍ୱର ୧୦।୦୫: ଖୁସିରେ ଲାଗିଗଲା ଦୁଃଖର ଗ୍ରହଣ । ଡିଜେ ଗାଡି ତଳେ ଚାପି ହୋଇ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ମୃତ ଯୁବକ ଜଣେ ଖପରାପଦା ଗାଁର ହରେନ୍ଦ୍ର ମହାଳିକ ବୋଲି ଜଣାପଡିଛି । ତାଙ୍କ ବୟସ ୩୫ ହେବ ବୋଲି ଅନୁମାନ କରାଯାଉଛି । ବାଲେଶ୍ୱର ସହର ଶିଳ୍ପାଞ୍ଚଳ ଥାନା ସୋମନାଥପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ମୃତ ହରେନ୍ଦ୍ର ମହାଳିକ ରେମୁଣା ଗୋଲେଇ ନୂଆଗାଁ ସ୍ଥିତ ଏକ ମନ୍ଦିରରେ ତାଙ୍କ ପୁତୁରା ବାହାଘରରେ ଯୋଗଦେବାକୁ ଯାଇଥିଲେ । ବରକନ୍ୟାଙ୍କ ସହ ଘରକୁ ବାହୁଡିବା ସମୟରେ ସୋମନାଥପୁର ଛକ ନିକଟରେ ଡିଜେ ଶୋଭାଯାତ୍ରା କରି ଗାଁକୁ ଯାଉଥିଲେ । ଠିକ୍‌ ଏହି ସମୟରେ ଗାଁର ନୂଆ ପୋଖରୀ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ ସେ ଗାଡିରେ ଚାପି ହୋଇଯାଇଥିଲେ । ପରେ ସ୍ଥାନୀୟଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବାଲେଶ୍ୱର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ବେକରେ ଗାଡ଼ି ଚଢିଯାଇଥିବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

   Related Posts