ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଦୁଇ ସାଙ୍ଗ ଖେଳୁଥିବା ବେଳେ ମାରିଲା ବଜ୍ରାଘାତ : ଶିବାନୀ ମୃତ, ଡିଭାଇନ୍‌ ଗୁରୁତର

4/10/2022 at 11:34 AM

ଆଠମଲ୍ଲିକ ୦୪।୧୦ : ବଜ୍ରାପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ରଘୁନାଥପୁର ଗାଁରେ ଘଟିଛି ଏହି ଅଘଟଣ । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରଘୁନାଥପୁର ଗାଁର ଶିବାନୀ ମଝିର ଓ ଡିଭାଇନ୍‌ ପ୍ରଧାନ ଗାଁ ପଡିଆରେ କ୍ରିକେଟ୍‌ ଖେଳୁଥିଲେ । ଠିକ୍‌ ଏହି ସମୟରେ ବର୍ଷା ସହ ବଜ୍ରାପାତ ହୋଇଥିଲା । ଆଉ ଏହି ବଜ୍ରାପାତରେ ଦୁଇ ଜଣ ଗୁରୁତର ହୋଇ ତଳେ ପଡିଯାଇଥିଲେ । ତେବେ ତଳେ ପଡିବା କିଛି ସମୟ ପରେ ଶିବାନୀ ମଝିର ମୃତ୍ୟୁ ହୋଇଯାଇଥିଲା । ଆଉ ବାକି ଡିଭାଇନ୍‌ ପ୍ରଧାନକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

   Related Posts