ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ବୃଦ୍ଧଙ୍କୁ କଚାଡି ମାରିଲା ହାତୀ, କାଠ ସଂଗ୍ରହ ଲାଗି ଜଙ୍ଗଲକୁ ଯାଇଥିଲେ

1/02/2023 at 9:13 AM

ଅନୁଗୁଳ ୦୧।୦୨ : ବୃଦ୍ଧଙ୍କୁ କଚାଡି ମାରିଲା ହାତୀ । ମୃତକଙ୍କ ନାମ ସିଧେଶ୍ୱର ସେଠୀ ବୋଲି ଜଣାପଡିଛି । ଅନୁଗୁଳ ବସଲା ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ବଉଳି ନାଳ ନିକଟକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ମାତ୍ର ଆଉ ଘରକୁ ଫେରିନଥିଲେ। ବୁଧବାର ସକାଳୁ ଏକ ବୁଦା ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଁଚି ଖବର ବୁଝାସୁଝା କରିଛନ୍ତି।

   Related Posts