Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସ୍କୁଲ କାମ କରୁଥିବା ବେଳେ ହେଲା ବଜ୍ରାଘାତ, ଜଣେ ମୃତ, ୨ ଗୁରୁତର  

29/06/2022 at 9:32 PM

ପାଟଣାଗଡ଼, ୨୯/୦୬: ଆଜି ପାଟଣାଗଡ଼ରେ ପ୍ରବଳ ବର୍ଷା ହେବା ସହ ଘଡଘଡି ହୋଇଥିଲା । ଫଳରେ ସ୍ଥାନୀୟ ଲାୟନ୍ସ ପବ୍ଲିକ ସ୍କୁଲରେ ଶ୍ରମିକମାନେ କାମ କରୁଥିବା ସମୟରେ  ବଜ୍ରାଘାତ ହୋଇଥିଲା । ଏଥିରେ ବଡପଡା (ହରିଜନ ପଡା)ର ୨୧ ବର୍ଷିୟ ପଞ୍ଚାସୁନାଙ୍କ ପୁଅ ଲିଙ୍କନ ସୁନାଙ୍କର ବ୍ରଜଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଉକ୍ତ ଯୁବକମାନେ ସ୍ଥାନୀୟ ସ୍କୁଲରେ କାମ କରୁଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ।

   Related Posts