ସୁସ୍ଥ ହେଲେ ଆଉ ଜଣେ କରୋନା ସଂକ୍ରମିିତ
29/04/2020 at 4:40 PM

ଭୁବନେଶ୍ବର୨୯/୪: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ବ୍ୟକ୍ତି ଭୁବନେଶ୍ବରର। ତେଣୁ ଏହି ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୩୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Related Posts
ତହସିଲ୍ ଅଫିସ୍ ଆଗରେ ୭ ଦଫା ଦାବିରେ ମତ୍ସ୍ୟଜୀବିଙ୍କ ଧାରଣ
30 January 2023
ପରିବା ବିକାଳି ଉପରେ ମାଡିଗଲା ଗାଡି, ୨ ମୃତ
30 January 2023