ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଯାତ୍ରା ଦେଖିବାକୁ ଯିବା ବେଳେ ବୁଡିଲା ଡଙ୍ଗା : ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

14/12/2019 at 9:50 AM

ଦେବଗଡ ୧୪।୧୨: ଗୋହିରା ଗୋହିରା ଡ୍ୟାମ୍ ପାଣି ରେ ଅଘଟଣ ଘଟିଛି । ଦୁଇଟି ହୁଲି ଡଙ୍ଗାରେ ଛଅ ଜଣ ନଦୀ ପାର ହେଉଥିବା ବେଳେ ନଦୀରେ ବୁଡିଯାଇ ଜଣେ ନିଖୋଜ । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଠେଲାକୋଗୁଡି ଗାଁକୁ ଯାତ୍ରା ଦେଖିବାକୁ ଛଅ ଜଣ ଦୁଇଟି ହୁଲି ଡଙ୍ଗାରେ ଯାତ୍ରା କରୁଥିଲେ । କିନ୍ତୁ ନଦୀରେ ଡଙ୍ଗାଦୁଇଟି ହଠାତ୍ ଯାଇଥିଲା। ଡଙ୍ଗାରେ ଥିବା ଛଅଜଣଙ୍କ ମଧ୍ୟରୁ ପାଞ୍ଚଜଣ ପହଁରି ପହଁରି କୂଳ ଆସିଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତି ବରଘାଟ ଗାଁର ଦେବ ସିଂହ ବୋଲି ଜଣାପଡିଛି ।ଘଟଣାସ୍ଥଳରେ  ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି  ।

   Related Posts