ପଞ୍ଚାୟତରେ ନିର୍ମାଣ କାର୍ଯ୍ୟ ବେଳେ ଲାଗିଲା ବିଦ୍ୟୁତ ଝଟ୍‌କା, ଚାଲିଗଲା ଯୁବକଙ୍କ ଜୀବନ

ଟାଙ୍ଗୀ ୫।୭: ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ସୋରଣ ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା । ଆଜବେଷ୍ଟସ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ ଝଟ୍‌କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧିନସ୍ଥ ସୋରଣ ପଞ୍ଚାୟତ ପରିସର ମଧ୍ୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ସୋରଣ … Continue reading ପଞ୍ଚାୟତରେ ନିର୍ମାଣ କାର୍ଯ୍ୟ ବେଳେ ଲାଗିଲା ବିଦ୍ୟୁତ ଝଟ୍‌କା, ଚାଲିଗଲା ଯୁବକଙ୍କ ଜୀବନ