AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ପୋଲିସ ସୂଚନାଦାତା ସନ୍ଦେହରେ ଜଣଙ୍କର ଜୀବନ ନେଲେ ମାଓବାଦୀ

25/11/2022 at 11:44 PM

ଧର୍ମଗଡ଼ ୨୫/୧୧: ପୋଲିସ  ଇନଫର୍ମର (ସୂଚନାଦାତା) ସନ୍ଦେହରେ ଜଣକୁ ହତ୍ୟା କଲେ ଲାଲ ବାହିନୀ l କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ତଲପଞ୍ଚକୁଲ ଗାଁରେ ଏପରି ଘଟଣା ହୋଇଛି।  ଲାଲବତି ମାଝୀ ନାମକ ଗ୍ରାମବାସୀ ଙ୍କୁ ରାତି ଅଧରେ ମାଓବାଦୀ ଘରୁ ଉଠାଇ ନେଇ ତଣ୍ଟି କାଟି ହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ସେମାନେ ମାଓ ପୋଷ୍ଟର ମଧ୍ୟ ଛାଡି ଯାଇଛନ୍ତି ମାଓବାଦୀ l

ମାଓ ପୋଷ୍ଟରରେ ଟଙ୍କା ଲୋଭରେ ମାଓ ସଂଗଠନ ର ସବୁ ଖବର ପୋଲିସକୁ ଦେଉ ଥିବାରୁ ଏହିଭଳି ହତ୍ୟା ହୋଇଥିବା ଲେଖାଯାଇଛି। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ଏବଂ ଏସଓଜିର ମିଳିତ ଟିମ ପହଞ୍ଚି ତଦନ୍ତ କରୁଛନ୍ତି। ଏପରି ଅପରାଧିକ କାଣ୍ଡ ପରେ କଳାହାଣ୍ଡି ପୋଲିସ, ଏସଓଜି, ଡିଭିଏସ ଟିମ ପହଞ୍ଚି ସେହି ଅଞ୍ଚଳରେ କମ୍ବିଙ୍ଗ ଅପରେସନ ଜୋରଦାର କରିଛନ୍ତି l ଗତକାଲି ବା ଗୁରୁବାର ରାତିରେ ବିଜିଏନ ମାଓ ସଂଗଠନର ୩ ଜଣ ଆସି ହତ୍ୟା କରି ଥିବା କଳାହାଣ୍ଡି ଏସପି କହିଛନ୍ତି l

   Related Posts