ଭୁଷଣ୍ଡପୁର ବାଣ ବିସ୍ଫୋରଣ; ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି
6/03/2023 at 9:47 PM

କଟକ I ଖୋର୍ଦ୍ଧା ୦୬/୦୩: ଭୁଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉଜଣଙ୍କ ମୃତ୍ୟୁ। ମୃତକ ଜଣଙ୍କ ଗୁରୁତର ଭାବେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ୍ରେ ଚିକିତ୍ସିତ ଥିଲେ। ଖବର ଅନୁସାରେ, ମୃତକଙ୍କୁ ଏସସିବି ମେଡ଼କାଲ୍ରେ କାଜୁଆଲିଟିରେ ଡ୍ରେସୀଙ୍ଗ ସାରି ପ୍ଲାଷ୍ଟିକ ସର୍ଜରି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଭର୍ତ୍ତି କରିବାର କିଛି ସମୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ପରିଚୟ ଦୋଳଗୋବିନ୍ଦ ବେହେରା (୬୦)
Related Posts
ରାମ ନବମୀ, ଭଦ୍ରକରେ ହେବ ବିଶାଳ ଶୋଭାଯାତ୍ରା
30 March 2023
ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ରାମଜନ୍ମ ନୀତି
30 March 2023