ପରକିୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀର ପ୍ରେମିକକୁ ଗୁଳି କଲେ ସ୍ୱାମୀ

ସମ୍ବଲପୁର ୧୬।୦୮ : ପରକିୟା ପ୍ରୀତିର କରୁଣ ପରିଣତି । ଛାଡପତ୍ର ଦେଲା ସତ୍ତ୍ବେ ବି ସ୍ତ୍ରୀର ପ୍ରେମିକକୁ ଗୁଳି କଲେ ସ୍ବାମୀ | ଆଉ ସ୍ବାମୀ ଗୁଳିରେ ପୂର୍ବତନ ସ୍ତ୍ରୀର ପ୍ରେମିକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମସାର ମେଡିକାଲରେ ଭର୍ତ୍ତି  କରାଯାଇଛି |  ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ବଡନୂଆପଡା ନିକଟସ୍ଥ ଖେତିନାଳୀ ଗାଁରେ ଏଭଳି ଘଟଣା ଘଟିଛି | ଖବର ଅନୁଯାୟୀ, ଝାଙ୍କରପଡା ଗାଁର ସ୍ବାଧିନ ପ୍ରଧାନ ତାଙ୍କ ସ୍ତ୍ରୀକୁ … Continue reading ପରକିୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀର ପ୍ରେମିକକୁ ଗୁଳି କଲେ ସ୍ୱାମୀ