ରାଉରକେଲା ମଧୁସୁଦନପଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ; ଜଣେ ଗୁରୁତର
30/09/2018 at 9:38 AM

ସୁନ୍ଦରଗଡ ୩୦|୯: ସୁନ୍ଦରଗଡ ଜିଲ୍ଲା ରାଉରକେଲା ପ୍ଲାଣ୍ଟ ସାଇଟ୍ ମଧୁସୁଦନପଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି । ସିଲିଣ୍ଡର ବିସ୍ଫୋରଣ ଫଳରେ ଉଡିଯାଇଛି ଆଜବେଷ୍ଟସ ଘର । ବାଦଲ ବେହେରା ଘରେ ରୋଷେଇ କରୁଥିବାବେଳେ ଗ୍ୟାସ୍ ସିଲିଣ୍ଡରର ବିସ୍ଫୋରଣ ହେ।ଇଥିଲା । ବିସ୍ଫେ।ରଣ ଏତେ ପ୍ରଚଣ୍ଡ ଥିଲା ଯେ ଘରର ଆଜବେଷ୍ଟସ ଉଡିଯାଇଥିଲା । ବାଦଲଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ବାଦଲଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022